ଜଗତସିଂହପୁର: ସଦର ମହକୁମା ଇଏସଆଇ ଚିକିତ୍ସାଳୟ ପରିସରରେ ବୃହତ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ସଚେତନତା ଶିବିର ଅନୁଷ୍ଠିତ
Jagatsinghapur, Jagatsinghpur | Aug 20, 2025
କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟ ଆନୁକୂଲ୍ୟରେ ଓ ଭୁବନେଶ୍ୱର ହାଇଟେକ ମେଡିକାଲ ସହାୟତାରେ ସ୍ଥାନୀୟ ସଦରମହକୁମା ଇଏସଆଇ ଚିକିତ୍ସାଳୟ ପରିସରରେ...