ଡାବୁଗାଁ: *ଜିପିଏଲଏଫରେ କର୍ମକର୍ତା ପରିବର୍ତ୍ତନ କୁ ବିରୋଧ କରି ଇସି ସଙ୍ଘର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ*
ମିଶନ ଶକ୍ତି ଜରିଆରେ ଗଠିତ କମିଟିର କର୍ମକର୍ତା ପରିବର୍ତନ ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତି। ଏନେଇ ଡାବୁଗାଁ ବ୍ଲକ ଅଂଚଳରେ କାର୍ଯ୍ୟ କରୁଥିବା ଜିପିଏଲଏଫ ସଭାନେତ୍ରୀ ଓ ସମ୍ପାଦିକା ସରକାରଙ୍କ ତରଫରୁ କର୍ମକର୍ତା ପରିବର୍ତନକୁ ତୀବ୍ର ବିରୋଧ କରି ଦିନ 12 ଘଣ୍ଟା ସମୟରେ କାର୍ଯ୍ୟରତ ଇସି ମେମ୍ବର ମାନେ ଉକ୍ତ ନିର୍ଦ୍ଦେଶ କୁ ବେଆଇନ ଦର୍ଶାଇ ବ୍ଳକ କାର୍ଯ୍ୟାଳୟ ରେ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି।