ଝାରସୁଗୁଡା ଜିଲ୍ଲା ବେଲପାହାଡ ରେ ଛଟ ପୂଜା ପାଇଁ ପୋଖରୀ ପରିଦର୍ଶନ କଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ବିଜେପି ପ୍ରତିନିଧି ମଣ୍ଡଳୀ l ତେବେ ଆଜି ଦିନ ସାଢ଼େ ବାରଟା ସମୟରେ ବେଲପାହାଡ଼ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ବେଲପାହାଡ଼ ବିଜେପି ମଣ୍ଡଳ ଅଧ୍ୟକ୍ଷା ମୋନାଲିଶା ମୋଦକ ଓ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ସଞ୍ଜୟ ସିଂହ ଙ୍କ ସହ ଏକ ପ୍ରତନିଧି ମଣ୍ଡଳୀ ଆଜି ଗୁମାଡେରା ବଡ଼ କଁଟା ପରିଦର୍ଶନ କରିଛନ୍ତି l ଛଠ ପୂଜା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ପୂଜା ସମୟରେ ସୁରକ୍ଷା ଓ ପରିସ୍କାର ପରିଛନ୍ନତା ଆଦି କୁ ସୁନିଶ୍ଚିତ କରିବା ପାଇଁ ଅନୁରୋଧ