ବାସୁଦେବପୁର ପୌରପାଳିକାର ଟାଉନ ହଲ ପରିସରରେ ପ୍ରସନ ବାସୁଦେବ ପାଲା ମଣ୍ଡଳ ର ବାର୍ଷିକ ଉତ୍ସବରେ ଯୋଗ ଦେଲେ ବିଧାୟକ । ଆଜି ସକାଳ 10ଟା30 ସମୟରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇଥିଲେ । ତାଙ୍କୁ ଏକ ବିଶାକ ପାଟ ପଟୁଆରରେ ପାଛୋଟି ନେଇଥିଲେ । ବିଧାୟକଙ୍କ ସହ ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ ଓ ବହୁ ବିଜେଡି ନେତୃତ୍ୱ ମାନେ ଯୋଗ ଦେଇଥିଲେ ।