କଦଳୀ ଗଡ - କିଶୋର ନଗର ରାସ୍ତା ରୁ ମିଳିଥିବା ଅଳଙ୍କାର ଫେରାଇଲେ ଜିତେନ୍ଦ୍ର ଗତ ରବିବାର ରେଢ଼ାଖୋଲ ଥାନା କଦଳୀଗଡ ଗ୍ରାମର ଜିତେନ୍ଦ୍ର ପ୍ରସାଦ କଅଁରଙ୍କୁ କଦଳୀଗଡ-କିଶୋରନଗର ରାସ୍ତାରୁ ମିଳିଥିବା ପାଖାପାଖି ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସବୁକୁ ବୁଧବାର ସୁରକ୍ଷିତ ଭାବେ ଫେରାଇ ଦିଆଯାଇଛି। ବ୍ୟାଗ ଭିତରେ ଥିବା ଗୋଟିଏ ରାଣୀ ହାର,୨ ଟି କାନଫୁଲ,୨ ଟି ସୁନା ଚୁଡି ଓ ୨୦୦୦ ଟଙ୍କା ସୁରକ୍ଷି ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ କୁକୁଡାବାହାଳୀ ପଞ୍ଚାୟତ ଅନ୍ତର୍ଗତ କାଙ୍କଣପଡା ଗ୍ରାମର ମହିଳା ଅର୍ଚ୍ଚିମୟୀ ଦାଶଙ୍କୁ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ହସ୍ତାନ୍ତର କରିଥିଲେ। ସେଠାରେ