ଛତ୍ରପୁର: କରାତଳି ଗ୍ରାମରେ ନିଅଣ୍ଟିଆ ବର୍ଷା ଓ ଜଳସେଚନ ସମସ୍ୟା ଯୋଗୁଁ ଧାନ ତଳି ନଷ୍ଟ, ହନ୍ତସନ୍ତ ଚାଷୀ #Jansamasya
Chhatrapur, Ganjam | Aug 19, 2025
ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ଜଳସେଚନର ସମସ୍ୟା ଯୋଗୁଁ ଚାଷୀ ଚିନ୍ତାରେ । ତାମ୍ପରା କରାତଳି ଅତି ନିକଟରେ ଥାଇ ମଧ୍ୟ ଚାଷ ନିରାଶ। ଏହି ସମୟରେ...