ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା 26ଗୋଟି ମୋବାଇଲ ଲୋକଙ୍କୁ ବଣ୍ଟନ କରାଯାଇଛି l
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା 26ଗୋଟି ମୋବାଇଲ ଲୋକଙ୍କୁ ବଣ୍ଟନ କରାଯାଇଛି l ଏହା ଆଜି ଦିନ 2 ଘଣ୍ଟ ସମୟରେ ବଣ୍ଟନ କରାଯାଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ ଦେଓ ଯୋଗ ଦେଇ ଉଦ୍ଧାର ମୋବାଇଲ ଗୁଡିକୁ ବଣ୍ଟନ କରାଯାଇଥିବା ଜଣାପଡିଛି ।