କବିସୂର୍ଯ୍ୟନଗର: #ସେବା_ପକ୍ଷ_ପାଳନକୁ_ନେଇ_କୋଦଳାରେ_ବିଜେପିର_ପ୍ରସ୍ତୁତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ସେବା ପକ୍ଷ ପାଳନ କରିବ ବିଜେପି । ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଯାଏଁ ୧୫ ଦିନ ଧରି ବିଭିନ୍ନ ସେବା କାର୍ଯ୍ୟ କରିବ ଦଳ। ଏନେଇ କୋଦଳା ଠାରେ ବିଜେପିର ଏକ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ନ 5 ଘଣ୍ଟ ସମୟରେ ପ୍ରତିକ୍ରିୟା ରଖିଛନ୍ତି ଅଧକ୍ଷ ଓ ସଂଯୋଜକ ।