ଜୟପୁର: ବୋରିଗୁମ୍ମା ଜଗନ୍ନାଥ ମନ୍ଦିରରରେ ଶ୍ରୀଜିଉ ଗଜାନନ ବେଶରେ ଦର୍ଶନ ଦେବା ପରେ ରାତ୍ର ରେ ଅଣଶଗୃହ ବିଜେ କଲେ ଠାକୁର
Jeypore, Koraput | Jun 11, 2025
ବୋରିଗୁମ୍ମା ଜଗନ୍ନାଥ ମନ୍ଦିରରରେ ଶ୍ରୀଜିଉ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀ ଜିଉଙ୍କୁ ୧୦୮ ହାଣ୍ଡିର ଜଳ, ପଇଡ, ନଡିଆ ପାଣିରେ ି...