ଜି ଉଦୟଗିରି: ଗାମୁଲି ର ମୁଖ୍ୟ ରାସ୍ତାରେ ଏକ ବିରାଟ କାୟ ଗଛ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ, ଅଳ୍ପକେ ବର୍ତ୍ତଲେ ଲୋକେ, ଅଗ୍ନିଶମ ବିଭାଗ କଲା ପରିଷ୍କାର
G Udayagiri, Kandhamal | Aug 21, 2025
ଗାମୁଲି ର ମୁଖ୍ୟ ରାସ୍ତାରେ ଏକ ବିରାଟ କାୟ ଗଛ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା. ସୌଭାଗ୍ୟ ବଶତଃ ଏକ ଘରେ ଥିବା ଲୋକ ଅଳ୍ପକେ...