ବୀରମହାରାଜପୁର: ବେଳପଡା ଛକ ଠାରେ ଘରର ପାଚେରୀକୁ ଧକ୍କା ଦେଲା କାର, କାରରେ ଥିବା ଜଣେ ଗୁରୁତର, ଅଳ୍ପକେ ବର୍ତିଲେ ପରିବାର ଲୋକେ
Biramaharajpur, Subarnapur (Sonepur) | Sep 13, 2025
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବେଳପଡା ଛକ ଠାରେ ଗତକାଲି ରାତି ପ୍ରାୟ 10ଟା 45ମିନିଟ ସମୟରେ ଏକ କାର ଘରର ପାଚେରୀକୁ ଧକ୍କା...