ଉମରକୋଟ: ସାକ୍ଷାତ ଦର୍ଶନ ଦେଲେ ମା ବନ ଦୁର୍ଗା
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରେ ମା ବନଦୁର୍ଗା ଙ୍କ ମନ୍ଦିରରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି।ଆଜି ଆଳତି ସମୟରେ ମା ତାଙ୍କ ବେକରୁ ଫୁଲହାର ଖସାଇ ଭକ୍ତ ଙ୍କୁ ଆଶୀର୍ବାଦ ଦେବାର ରୋମାଞ୍ଚଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ମାଙ୍କ ର ନବରାତ୍ରି ପୂଜା ବହୁ ଆଡମ୍ବର ରେ ଚାଲୁଥିବା ବେଳେ ଆଜିର ଏ ଦୃଶ୍ୟ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଥିବା ଭାବାବେଗ କୁ ବଢ଼ାଇଦେଇଛି। ଭକ୍ତ ମାନେ ମାଙ୍କ ର ଆଶୀର୍ବାଦ ପାଇ ଭାବ ବିହ୍ଵଳ ହୋଇପଡିଛନ୍ତି। ଏହା ମାଙ୍କ ର ଅସୀମ କୃପା ଅଟେ ଅଂଚଳ ବାସୀ ଙ୍କ ପାଇଁ। ଏହିଭଳି ଅଲୌକିକ ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ବୋଲି ମାଙ୍କ ର ପୂଜାରୀ ଓ ଭ