ବାମରା ନିକଟ ରାବନଡିହି ବୃଦ୍ଧାଶ୍ରମ ଠାରେ ଶୁକ୍ରବାର ଦିନ ହିନ୍ଦୁ ହୃଦୟ ସମ୍ରାଟ ତଥା ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ଡାକ୍ତର ପ୍ରବୀଣ ଭାଇ ତୋଗାଡିଆ ଙ୍କ ଜନ୍ମୋତ୍ସବ ପାଳିତ ହୋଇ ଯାଇଛି। ଏଥିରେ ସମ୍ବଲପୁର ସଙ୍ଗଠନ ମନ୍ତ୍ରୀ ଲମ୍ବୋଦର ପୃଷେଠ,ଜରାଶ୍ରମ ସଭାପତି ଯୁଧିଷ୍ଠିର ପ୍ରଧାନ, ସାମ୍ବାଦିକ ସନ୍ତୋଷ ଶୁକ୍ଳା, ପ୍ରମୁଖ ଉପସ୍ଥିତ ରହି ପ୍ରବୀଣ ତୋଗାଡିଆ ଙ୍କ ଜୀବନ ଦର୍ଶନ ସମେତ ଅନ୍ୟାନ୍ୟ ବିଷୟ କୁ ନେଇ ଆଲୋଚନା କରିଥିଲେ।