ଆନନ୍ଦପୁର: ଆନନ୍ଦପୁରରେ ଛାତ୍ର ବିଜେଡିର ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ, ଡିଜିଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
Anandapur, Kendujhar | Aug 7, 2025
ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆନନ୍ଦପୁର ଛାତ୍ର ବିଜେଡି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନ ଗୋଟାଏ ବେଳେ ଶତାଧିକ ଛାତ୍ର...