ସୁକିନ୍ଦା: କେନ୍ଦୁଢିପ ପାଖ 53 ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଦୁର୍ଘଟଣାରେ ତିନୋଟି ଗାଈ ମୃତ ଘଟଣାସ୍ଥଳରେ ଉତ୍ତେଜନା
Sukinda, Jajpur | Aug 9, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ କେନ୍ଦୁଢିପ ପାଖ 53 ନଂ ଜାତୀୟ ରାଜପଥରେ ଶନିବାର ଦିନ ଅଜଣା ଗାଡ଼ି ଦୁର୍ଘଟଣାରେ ତିନୋଟି ଗାଈଙ୍କର ମୃତ୍ୟୁ ହୋଇଥିବା...