ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ଶୁକ୍ରବାର ସକାଳ ୭ ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ସହରର ବିଦ୍ୟୁତ କାର୍ଯ୍ୟ ପାଇଁ ଆଜି ସକାଳ 9 ଘଣ୍ଟା ସମୟରୁ ଅପରାହ୍ନ 2 ପର୍ଯ୍ୟନ୍ତ ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହେବ | ବାନ୍ଦୁ ଟିକ୍ରା,VSS ନଗର,ମ୍ୟୁନସିପାଲଟି ଅଫିସ,RTO ଅଫିସ,ସୁପର ମାର୍କେଟ,ଦାଶ କଲୋନୀ,ଗାନ୍ଧୀ ଛକ ରୁ ବିକାଶ 1st ସ୍ଟେପ୍ସ,କେନାଲ କଲୋନୀ,ଡ.ସରୋଜିନୀ ମହାରଣା ଗଲି,ଉଦୟ ନଗର,LIC ଅଫିସ,ବାନ୍ଦୁ ଟିକ୍ରା ଛକ ରୁ ଭଟଲି ଛକ, ଗାନ୍ଧୀ ଛକ ରୁ ବାନ୍ଦୁ ଟିକ୍ରା ଛକ,ଖଜୁର ଟିକ୍ରା,ସୁଧା କ୍ଲିନିକ ଏରିଆ, JJ ରେସିଡେନସି