ବଲାଙ୍ଗୀର: ନୂଆଁଖାଇରେ କୃଷକଙ୍କୁ ସି.ଏମ୍ କିଷାନ ସହାୟତା,ଜିଲ୍ଲାରେ ୨.୬୬ ଲକ୍ଷ ପରିବାରକୁ ଲାଭ କୁ ନେଇ ସାଗର ପଡା ରେ ପ୍ରତିକ୍ରିୟା ରଖିଲେ ବିଜେପି ନେତା
Balangir, Balangir | Aug 27, 2025
ପବିତ୍ର ନୂଆଁଖାଇ ଅବସରରେ ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନରେ ସି.ଏମ୍–କିଷାନ ଯୋଜନାର ରାଜ୍ୟସ୍ତରୀୟ ଉତ୍ସବ ଆୟୋଜିତ ହୋଇ ୩୦ ଟି ଜିଲ୍ଲାରେ...