ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ମୋଟ ୧୬ ଜଣ କିଶୋରୀ ଓ କିଶୋର ମାନଙ୍କୁ ନେଇ ଆନ୍ତଃ ଜିଲ୍ଲା ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ,(ସାଧାରଣ) ଶ୍ରୀମତୀ ଅ ଞ୍ଜଳିନା ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ,ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟ ଯଥା, ଜିଲ୍ଲା ନିଆଳୟ, ମୁଖ୍ୟ ଡ଼ାକଘର, ବ୍ୟାଙ୍କ୍,ପୋଲିସ ଷ୍ଟେସନ,ଡାକ୍ତରଖାନା, ଡି.ସି.ପି.ଓ ଅଫିସ ଏବଂ ଶକ୍ତି ସଦନ ସୋନପୁର ପରିଦର୍ଶନ କରିଥିଲେ।