ବାଲିଗୁଡା ଥାନା ରେ ଗୁରବାର ଅପରାହ୍ନ 3ଘଣ୍ଟିକା ସମୟରେ ଏକ ଯୁବତି ନିଖଜ ନେଇ ଥାନା ରେ ଅଭିଯୋଗ ହଇଛି, ଅଭିଯୋଗ ପରେ ବାଲିଗୁଡା ଥାନା ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି, ସୁଚନା ମୁତାବକ, ଡ୍ରେସ ଆଣିଯିବି କହି ଘରୁ ଗଲା ପରେ ଆଉ ଘରକୁ ଫେରିନଥିଲେ ଯାହାକୁ ନେଇ ବିଭିନ୍ନ ଅଞ୍ଚଳରେ ଖଜାଖଜି ପରେ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରଛନ୍ତି ପରିବାର ସଦସ୍ୟ, ଯେହେତୁ ଏକ ମହିଳା ଙ୍କ ମାମଲା ସେଥିପାଇଁ ଉକ୍ତ ମହିଳା ପରିଚୟ କିମ୍ବା ଗ୍ରାମ ଠିକଣା ଦିଆଯାଇନି, କିନ୍ତୁ ଅଭିଯୋଗ ପରେ ଆନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି