ଡାବୁଗାଁ: ଚିକିଲି ଗ୍ରାମରେ ଫୁଟବଲ ଟୁର୍ନାମେଣ୍ଟ ଶୁଭାରମ୍ଭ
ଡାବୁଗାଁ ବ୍ଲକ ଅଧିନ ଚିକିଲି ଗ୍ରାମରେ ଫୁଟବଲ ଟୁର୍ନାମେଣ୍ଟ ଶୁଭାରମ୍ଭ ହେଲା। ଏହି ଅବସରେ ଯୋଗଦେଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଡାବୁଗାଁ ସରପଞ୍ଚ ବିନଦ ସୌରା ଡାବୁଗାଁ ବ୍ଲକ ଉପାଧ୍ୟାକ୍ଷା ସଦାନନ୍ଦ ନାୟକ, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର ସମେତ ଚିକିଲି ଗ୍ରାମରେ ଖେଳପ୍ରେମୀ ଭାଇ ଭଉଣୀ ମାନେ