ବାଲିଗୁଡା ପୁର୍ତବିଭାଗ ବଙ୍ଗଳା ଠାରେ ବୈଦ୍ଧ ର ଭିଜିଲାନ୍ସ ଟିମ୍ ଗସ୍ତ କରି କଟଗଡ ର ଦୁ୍ଗାପାଙ୍ଗା ପଞ୍ଚାୟତ ରେ ଏକ ମାମଲା ର ତଦନ୍ତ କରୁଥିବା ଦେଖିବାକୁ ମିଳିଛି, ଏହି ତଦନ୍ତ କାଯ୍ୟକ୍ରମ ଟି ଶୁକ୍ରବାର ଦିନ ତମାମ ଚାଲିଥିବା ବେଳେ ସଂନ୍ଧ୍ୟା 7ଘଣ୍ଟିକା ରେ ଶେଷ ହଇଛି, ତେବେ ଭିଜିଲାନ୍ସ ଡି. ଏସ. ପି ଉପସ୍ଥିତ ଥିବା ବେଳେ ଦୁର୍ଗାପାଙ୍ଗାର ସରପଞ୍ଚ ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ