ବାଂଶପାଳ ଶୁଆକାଠି ଠାରେ ଆୟୋଜିତ 2nd ବାବା ପଟେଶ୍ୱର କ୍ନକଆଉଟ୍ ଫୁଟବଲ୍ ମ୍ୟାଚ୍ ୨୦୨୫ ରେ କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀଯୁକ୍ତ Sukadeb Mahanta ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲି । ଦୁଇଦଳର ଖେଳାଳିଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷମୟ ଖେଳକୁ ଦର୍ଶକ ମାନଙ୍କ ସହ ଉପଭୋଗ କରିଥିଲେ ।