ଜି ଉଦୟଗିରି: ହାତୀବାଲି ସ୍ଥିତ ବଡରାଉଳ ମନ୍ଦିର ପ୍ରାଙ୍ଗଣରେ ରେ ମା ବଡରାଉଳ ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି
ହାତୀବାଲି ସ୍ଥିତ ବଡରାଉଳ ମନ୍ଦିର ପ୍ରାଙ୍ଗଣରେ ରେ ମା ବଡରାଉଳ ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି।ଯାତ୍ରା କମିଟି ର ସଭାପତି ଚିତ୍ତ ରଂଜନ ସାହୁ ଙ୍କ ଅଧ୍ୟକ୍ଷତା ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ଷଡଙ୍ଗୀ,ଉପ ସଭାପତି,ସମ୍ପାଦକ,କୋଷାଧ୍ୟକ୍ଷ ଙ୍କ ସମତେ ବହୁ ସଦସ୍ୟ ମାନେ ଯୋଗ ଦେଇଥିଲେ।ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।ଏବଂ ଯାତ୍ରା ସମୟର ହୋଇଥିବା ଆୟ ବ୍ୟୟ ଉପରେ ଆଲୋଚନା ହୋଇଥିଲା।