ବାଲେଶ୍ବର ମ୍ୟୁନିସିପାଲଟି: ସର୍କିଟ ହାଉସ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ରାଜ୍ୟ ମହିଳା କମିଶନର
ଆଜି ସକାଳ ୮ ଟା ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସର୍କିଟ ହାଉସ୍ ଠାରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ରାଜ୍ୟ ମହିଳା କମିଶନର ଶୋଭନା ମହାନ୍ତି।ଶ୍ରୀ ପ୍ରଧାନ ମୟୂରଭଞ୍ଜ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ।ବାଲେଶ୍ଵର ସର୍କିଟ ହାଉସ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ରାତ୍ରି ରହଣୀ ପରେ ଆଜି ସକାଳେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିଥିଲେ।