Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଖଲ୍ଲିକୋଟ୍: କେଶପୁର ସ୍ଥିତ ଖଲ୍ଲିକୋଟ ଷ୍ଟେସନ ରୋଡ଼ ରେ ଅବକାରୀ ବିଭାଗ ର ଚଢ଼ାଉ, ୧୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Khalikote, Ganjam | Sep 15, 2025
ଗଞ୍ଜେଇ ଚୋରା ଚାଲାଣ ବେଳେ ଖବର ପାଇ କେଶପୁର ସ୍ଥିତ ଖଲ୍ଲିକୋଟ ରେଳ ଷ୍ଟେସନ ରୋଡ଼ ରେ ଆଜି ସକାଳ ସାଢ଼େ ୫ ଟା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଜଣଙ୍କ ଗୁଜୁରାଟ ର ଅଭିଷେକ ସିଂ ବୋଲି ଜଣା ପଡ଼ିଛି । ତେବେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଅଭିଷେକ ସିଂଙ୍କୁ ଆଜି ଦିନ ପ୍ରାୟ ୧୧ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରିଣୀ ତେଜସ୍ୱିନୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

MORE NEWS