ଫୁଲବାଣୀ ସହର: ଗାଲିଗୁଡା ଠାରେ ସର୍ପାଘାତ ରେ ଜଣେ ମୁତ୍ୟୁ, ମୁତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ତିରମୁ ମଲିକ
Phulabani Town, Kandhamal | Sep 4, 2025
ବାଲିଗୁଡା ଥାନା ର ଗାଲିଗୁଡା ଠାରେ ଏହି ଘଟଣା ଘଟିଛି, ବାଲିଗୁଡା ଉପଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ମାଗଣା ଶବବୁହା ଗାଡି ଗାଁ କୁ ଶବ...