ପୂଜାରୀଗୁଡା ଠାରେ ସମ୍ପୂର୍ଣ ଅଭିଯାନକୁ ସଫଳ କରିବା ପାଇଁ ବୃନ୍ଧବତୀ ଏସଏସଜି ଗ୍ରୁପର ଏକ ବୈଠକ ଅନୁଷ୍ଠିତ ହେଲା। ସରକାରଙ୍କ ଏହି କାର୍ଯ୍ୟକ୍ରମ କୁ ସାଫଳ କରିବା ପାଇଁ ମିଶନଶକ୍ତି ର ସିଆରପି ଦିଦି, ଆଶା, ଅଙ୍ଗନବାଡି ସମେତ ଗ୍ରୁପର ସଦର୍ଶ ମାନେ ଶପଥ ନେଇଥିଲେ। ଏହି ସମୟରେ ଗ୍ରାମର ୱାର୍ଡ ମେମ୍ବର ସହ ସ୍ଥାନୀୟ ଲୋକ ମାନେ ମଧ୍ୟ ଉପସ୍ଥିତି ଥିଲେ।