ଭଟଲି: ସୁଲସୁଲିଆ ବଜାର ନିକଟରେ ସମଲେଶ୍ବରୀ ମନ୍ଦିରରନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ,
ସୁଲସୁଲିଆ ବଜାର ନିକଟରେ ସମଲେଶ୍ବରୀ ମନ୍ଦିରରନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ, ଭଟଲି ବ୍ଳକ ଅନ୍ତର୍ଗତ ସୁଲସୁଲିଆ ଗ୍ରାମର ବଜାର ନିକଟରେ ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ସମଲେଶ୍ବରୀ ମନ୍ଦିରର ନିର୍ମାଣପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ପଣ୍ଡିତ ରୀଙ୍କୁ ପଣ୍ଡାପୂଜାର୍ଚ୍ଚନା କରିଥିବା ବେଲେ ଏଥିରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗ ଦାନକରି ନଡ଼ିଆ ଭାଙ୍ଗି ଶୁଭ ଦେଇଥିଲେ ଏବଂ ଉପସ୍ଥିତ ଗ୍ରାମବାସୀ ଙ୍କ ସହିତ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ।