Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଉଦଳା: ଖୁଣ୍ଟା ସ୍ଥିତ ମୟୂରଭଞ୍ଜ ଜିଲ୍ଲା କୃଷକ ମହାସଂଘ କାର୍ଯ୍ୟାଳୟ ଠାରେ ମହାସଂଘର ପ୍ରତିଷ୍ଠା ଦିବସ ପାଳିତ

Udala, Mayurbhanj | Oct 19, 2025
ରବିବାର ଦିନ ପ୍ରାୟ ୧୨ଟାରେ ମୟୂରଭଞ୍ଜ କୃଷକ ମହାସଂଘ ପକ୍ଷରୁ ଖୁଣ୍ଟା ଠାରେ ମହାସଂଘର ପ୍ରତିଷ୍ଠା ଦିବସ ସଂଘର ସଭାପତି କମଳାକାନ୍ତ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଲୋକନାଥ ଚୌଧୁରୀ, ସମ୍ପାଦକ ରବିନ୍ଦ୍ର କୁମାର ଶତପଥି, ମୁଖ୍ୟବକ୍ତା ଭାବେ ବାଙ୍ଗରୀପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଡ଼. ପୁଷ୍ପା ପାତ୍ର, କୋଷାଧକ୍ଷ ଜୟଦୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

MORE NEWS