ବାଲିଗୁଡା ବନ୍ଧ ସାହି ଠାରେ ବାବା ହତ୍ୟସାଇ ଙ୍କ ଜନ୍ମ ଦିବସ କୁ ଧୁମ୍ ଧାମ୍ ରେ ପାଳନ କରାଯାଇଛି, ଏହ କାଯ୍ୟକ୍ରମ ରି ରବିବାର ସକାଳ 6ରୁ ନଦିଆ କିର୍ତ୍ତନ କରି ସହର ପରିକ୍ରମା ରୁ ଆରମ୍ଭ ହଇଥିବା ବେଳେ, ରାତି 10ଘଘଣ୍ଟିକା ରେ ସାସ୍କୂତିକ କାଯ୍ୟକ୍ରମ ରେ ଶେଷ ହଇଛି, ଦିନ ତମାମ ବିଭିନ୍ନ କାଯ୍ୟକ୍ରମ ସହ ଜନ୍ମ ବାର୍ଷିକ କୁ ପାଳନ କରାଯାଇଛି