ନର୍ଲା: ଟକର୍ଲା ବଜାର ଗୃହ ଠାରେ ଅସ୍ଥାୟୀ କମିଟି ଗଠନ ନୂତନ ବ୍ଳକ୍ ଦାବୀ ପାଇଁ ଆଲୋଚନା
ଆଜି ରବିବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ଟକର୍ଲ। ଗ୍ରାମ ସ୍ଥିତ ବଜାର ଗୃହ ଠାରେ ଆବାହକ ଦୁର୍ଯ୍ୟୋଧନ କୁମାର ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରେ ପ୍ରାୟ ଦୁଇ ଶହ ଲୋକେ ଅଂଶଗ୍ରହଣ କରିଥିଲେ ଓ ଉକ୍ତ ଅଞ୍ଚଳରେ ନୂତନ ବ୍ଳକ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଙ୍କୁ ଦାବୀ ପତ୍ର ପ୍ରଦାନ ସହିତ ଅଞ୍ଚଳର ବିକାଶ ପାଇଁ ଆଲୋଚନା ହୋଇଥିଲା ଓ ଅସ୍ଥାୟୀ କମିଟି ଗଠନ କରାଗଲା ପରବର୍ତ୍ତୀ ସମୟରେ ନାମକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରିଜୁକ୍ଟ କୁମାର