ଧର୍ମଗଡ: ଧର୍ମଗଡ ରେ ବିଜେପି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବିଜେପି ରେ ମିଶିଲେ ବ୍ଲକ ଅଧ୍ୟକ୍ଷା ସମେତ ସମିତି ଓ ସରପଞ୍ଚ
Dharamgarh, Kalahandi | Aug 27, 2025
କଳାହାଣ୍ଡି ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଥିବା ବେଳେ ବୁଧବାର ଅପରାହ୍ନ ୧ ଟାରେ ଧର୍ମଗଡ଼ ରେ ଏକ ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ସଭାରେ...