ରାୟଗଡା: ନାଇଡୁପେଟା ଅଙ୍ଗନବାଡି କେନ୍ଦ୍ରକୁ ଦ୍ରୁତ ଗତିରେ ମାଡିଗଲା ପିକଅପ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଛାତ୍ର ଓ ଛାତ୍ରୀ
Rayagada, Rayagada | Jul 29, 2025
ମଙ୍ଗଳବାର ପୂର୍ବାହ୍ନରେ ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡ଼ୁପେଟା ଅଙ୍ଗନବାଡି କେନ୍ଦ୍ର ଭିତରକୁ ଦ୍ରୁତ ଗତିରେ ମାଡିଗଲା ପିକଅପ ଭେନ।ଚାନ୍ଦିଲି...