ଆସନ୍ତାକାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲା କୁ ୟୋଲୋ ୱାର୍ନିଙ୍ଗ ଜାରି, ବିଜୁଳି ଘଡ ଘଡି ସହ ପ୍ରବଳ ବର୍ଷର ସମ୍ଭାବନା l ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 3ଟା ସମୟରେ ପାଣିପାଗ ବିଭାଗ ପକ୍ଷରୁ ୟୋ ଲୋ ୱାର୍ନିଙ୍ଗ ଜାରି କରାଯାଇଥିବା ବେଳେ ଆସନ୍ତା କାଲି ସକାଳ 8ଟା 30ମିନିଟ ସୁଦ୍ଧା 7ସେଣ୍ଟିମିଟର ରୁ 11ସେଣ୍ଟିମିଟର ପ୍ରବଳ ବର୍ଷା ହେବାର ପୂର୍ବା ଅନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ