ବିଜେପୁର: ବିଜେପୁର ନିର୍ବାଚନ ମଣ୍ଡଳୀ ବିଭିନ୍ନ ସ୍ଥାନରେରୁ ଭାରତୀୟ ଜନତା ପାର୍ଟି ବରଗଡ କାର୍ଯ୍ୟାଳୟରେ ଆତ୍ମ ନିର୍ଭର ଭାରତ ସମ୍ମିଳନୀ ରେ ଯୋଗଦେଲେ
ଭାରତୀୟ ଜନତା ପାର୍ଟି, ବରଗଡ କାର୍ଯ୍ୟାଳୟରେ ଆତ୍ମ ନିର୍ଭର ଭାରତ ସମ୍ମିଳନୀ, ସାମୁହିକ ବନ୍ଦେ ମାତରଂ ଗାନ ଏବଂ ଘରେ ଘରେ ସ୍ବଦେଶୀ, ପ୍ରତି ଘରେ ସ୍ବଦେଶୀ କାର୍ଯ୍ୟକ୍ରମରେ ଯୋଗଦାନ କଲି l