ଜୁଜୁମୁରା ମିର୍ଦ୍ଧା ପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଙ୍କ ସହ ଆଲୋଚନା କଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ମିର୍ଦ୍ଧା ପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବୁଧବାର ସକାଳେ ଜୁଜୁମୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କଲେ ସମ୍ବଲପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା । ଗ୍ରାମରେ ପିଇବା ପାଣି , କ୍ଲବ ଘର , ରାସନ୍ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ସାମିଲ ପାଇଁ ଆଲୋଚନା କରିଥିଲେ ।