ବଡସାହି: ମୟୁରଭଞ୍ଜ ଅବକାରୀ ବିଭାଗର ମୋବାଇଲ ଟିମ ପକ୍ଷରୁ ଶୁଖିଲାହାର ସାମିଲ ମହୁଲିଆ, ତୁଳସୀଚଉରା ଏବଂ ସଠିଲୋ ଗ୍ରାମରେ ଚଢାଉ, ୪ଅଭିଯୁକ୍ତ କୋର୍ଟଚାଲାଣ
Barsahi, Mayurbhanj | Jul 23, 2025
ମୟୁରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ପକ୍ଷରୁ ବୁଧବାର ବେତନଟୀ ଉପକଣ୍ଠ ଶୁଖିଲାହାର ସାମିଲ ମହୁଲିଆ,ତୁଳସୀଚଉରା, ସଠିଲୋ ଗ୍ରାମରେ...