ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା RITE ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ ଘଣ୍ଟା ସମୟରେ ମୁଖ୍ଯ ଅତିଥି ଭାବେ ଗଞ୍ଜାମ ଉପ ଜିଲ୍ଲାପାଳ ଅଭିନାଶ କୁମାର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡାକ୍ତର ଅଜୟ କୁମାର କର, କୃଷି ବିଜ୍ଞାନ କେନ୍ଦ୍ରର ଡାକ୍ତର ଦେବାଶିଷ ଷଡ଼ଙ୍ଗୀ, ଜିଲ୍ଲା ଉଦ୍ୟlନ ଅଧିକାରୀ ଡାକ୍ତର କନ୍ଧ ଜେନା ପ୍ରମୁଖ ଉପସ୍ଥିତ ଥିଲେ।