ଗାଁ ନିକଟରେ ବୁଲୁଛି ମହାବଳ ବାଘ, ବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଦୁଇ ପଞ୍ଚାୟତ ବାସୀ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ପାଦ ଚିହ୍ନ ହାବଳ ବାଘ ର ବୋଲି ଜଣା ପଡ଼ିଥିବା ବେଳେ ବାଘକୁ ନେଇ କୌଣସି ଭୟଭୀତ ନହେବା ପାଇଁ କରଞ୍ଜିଆ DFO ବୈଦ୍ୟନାଥ ମାଝୀ ରବିବାର ଦିନ ପ୍ରାୟ ୧୦ ଟାରେ ସୂଚନା ଦେଇଛନ୍ତି ।