ଵାଲିଗୁଡା ଠାରେ ଗତକାଲି ର ଗୋଣ୍ଡଗଳ କୁ ନେଇ ଥାନା ରେ ଅଭିଯୋଗ ଟାକ୍ଟର ସଂଘ, ଦଣ୍ଡପଦର ଅଞ୍ଚଳର ଜଗା ନାୟକ ଗତକାଲି ଟାକ୍ଟର ସଂଙ୍ଘର ସମ୍ପାଦକ ନିଳ ଭାଇଙ୍କୁ ହଠାତ୍ ଆକ୍ରମଣ କରିଥିଲେ ଯାହାକୁ ନେଇ ସଂଙ୍ଘ ସମାଧାନ ନିମନ୍ତେ ବହୁ ସମୟ ଧରି ଅପେକ୍ଷା କରିଥିଲେ ପରେ ଜଗା ନସଆସିବା ରୁ ଶେଷରେ ବାଧ୍ୟ ହଇ ବୁଧବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ ଅଭିଯୋଗ ଦେଇଛନ୍ତି ଟାକ୍ଟର ସଂଙ୍ଘ, ସୁଚନା ଥାଉ କି ଏହି ଜଗା ନାୟକ ଦଣ୍ଡପଦର ଅଞ୍ଚଳର ଏକ ଗୁଣ୍ଡା ବାହାରିଛନ୍ତି, ବିଭିନ୍ନ ସମୟରେ ଏହିଭଳି 10ରୁ 12ଥର ଲକଙ୍କୁ ମାରଣା ତ୍ମକ ଆକ୍ରମଣ କରିଛନ୍ତି ଜଗା,ଶୁଣିବାକୁ ମୀଳୁଛି ଜଗା ପାଇଁ ଦଣ୍ଡପଦର ଅଞ୍ଚଳର