କୋମନା: ଭାରୁଆ ମୁଣ୍ଡା ପଞ୍ଚାୟତ ଗସ୍ତ କରି ପିଏମ୍ ଜନମନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ବ୍ଲକ ସ୍ତରୀୟ ଅଧିକାରୀ
Komna, Nuapada | Aug 23, 2024 ନୂଆପଡା ଜିଲ୍ଲା ଭାରୁଆ ମୁଣ୍ଡା ପଞ୍ଚାୟତ ଗସ୍ତ କରିଛନ୍ତି ବ୍ଲକ ସ୍ତରୀୟ ଅଧିକାରୀ। ଉକ୍ତ ପଞ୍ଚାୟତରେ ପିଏମ୍ ଜନମନ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ବ୍ଲକ ଅଧିକାରୀ। ଶୁକ୍ରବାର ଅପରାହ୍ନରେ ନୂଆପଡା ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର, ବ୍ଲକ ବିପିସି, ସ୍ଥାନୀୟ ସରପଞ୍ଚ ଭାରୁଆ ମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ଏନେଇ ସମୀକ୍ଷା କରିଛନ୍ତି।