ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦି ଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମା ଘଣ୍ଟାଶୁଣିଙ୍କ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ପରେ ମଶାଲ ଜଳାଇ ପିପଲ ପଦର ସ୍ଥିତ ଖେଳ ପଡିଆକୁ ଆସିଥିଲେ। ଏହାପରେ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଆଜି ପ୍ରଥମ ଦିନରେ ଦୌଡ, ଲଙ୍ଗ ଜମ୍ପ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଉଦଯାପିତ ସମାରୋହ ଅନୁଷ୍ଠିତ ହେବ ବୋଲି ସ୍କୁଲ କମିଟି ପକ୍ଷରୁ