ରାଉରକେଲା ମ୍ୟୁନିସିପାଲଟି: ବଣାଇ ଉପଖଣ୍ଡର ଚାନ୍ଦିପୋଷଥାନା ଅନ୍ତର୍ଗତ ଚମ୍ପାଝରନ ନିକଟରେ ଠିଆହୋଇ ଥିବା ହାଇୱା ପଛରେ ଧକ୍କା ଦେଲା ହାଇୱା
ଗାଡି, ଡ୍ରାଇଭର ଗୁରୁତର
ନଭେମ୍ବର, ୨୮ ତାରିଖ bhor ୪ ଟା ପାଖାପାଖି ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ରାଜପଥ ରାସ୍ତାର ଚମ୍ପାଝରଣ ନିକଟରେ ଏକ ହାଇୱା ଗାଡି ବ୍ରେକ ଡାଉନ ଯୋଗୁଁ ଛିଡାହୋଇଥିବା ବେଳେ ଅନ୍ୟ ଏକ ହାଇୱା ଗାଡି ଠିଆ ହୋଇଥିବା ବେଳେ ଅନ୍ୟ ଏକ ହାଇୱା ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା, ଫଳରେ ହାଇୱା ଗାଡିର ଡ୍ରାଇଭର ସ୍ଟେରିଙ୍ଗରେ ଚାପିହୋଇ ରହିଥିଲା, ଖବର ପାଇ ଚାନ୍ଦିପୋଷ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଗ୍ୟାସ କଟର ସାହାଯ୍ୟରେ କାଟି ୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଡ୍ରାଇଭରକୁ ଗୁରୁତ୍ତର abasthare ଉଦ୍ଧାର କରି ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି, ଘଟଣାତଦନ୍ତ