ସରକାରଙ୍କ ପକ୍ଷରୁ ସଚେତନତା ଅଭିଯାନ ଅନ୍ତର୍ଗତ, ଜୟପୁର ପୋ୍ଉରପାଳିକା ଦ୍ଵାରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ର ପାଚେରି ରେ ବିଦ୍ୟାଳୟ ଓ ଶିକ୍ଷା ସମ୍ବନ୍ଧୀୟ ସଚେତନତା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସୁନ୍ଦର ଚିତ୍ର ଅଙ୍କା ଯାଉଛି l ପାଚେରୀ କଡ଼ରେ ଉଠା ଦୋକାନୀ ମାନେ ପସରା ବସାଇ ଥିବା ଫୋଟ ଆଜି ଅପରାହ୍ନ 4 ଟାରେ ଭାଇରାଲ ହେବା ରେ ଲାଗିଛି l ଜୟପୁର ପୌର ପାଳିକା ହଟାଇବାକୁ ଦାବି