ଭଦ୍ରକ ଗ୍ରାମାଞ୍ଚଳ: ଗୁଆମାଳ ବିଣାପାଣି ହାଇସ୍କୁଲ ରେ ନାହାଁନ୍ତି ସଂସ୍କୃତ ଶିକ୍ଷକ। ପ୍ରତିଶୃତି ପରେ ଆନ୍ଦୋଳନ ରୁ ଓହରିଲେ ଛାତ୍ର ଛାତ୍ରୀ
Bhadrak Rural, Bhadrak | Aug 18, 2025
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ହାଇସ୍କୁଲ ରେ ନାହାଁନ୍ତି ସଂସ୍କୃତ ଶିକ୍ଷକ ହେଲେ ୫ଟି ସ୍କୁଲ ରେ ଅନ୍ତର୍ଭୁକ୍ତ ହୋଇ ମଧ୍ୟ...