Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଜୟପୁର: ବାରିଣୀପୁଟ ରେ ଟ୍ରକ ଧସେଇ ପଶିବା ଗୁରୁତର ଯୁବକର ଜିଲ୍ଲା ଚିକିତ୍ସାଳୟ ରେ ମୃତ ଘୋଷଣା କଲେ ଡାକ୍ତର

Jeypore, Koraput | Sep 16, 2025
ଟ୍ରକ ଦୁର୍ଘଟଣା ମାମଲାରେ ମାର ମୃତ୍ୟୁପରେ ଗୁରୁତର ଆହତ ଦୋକାନୀ ପୁଅର ମୃତ୍ୟୁ ହୋଇଥିବା ନେଇ ଆଜି ରାତ୍ର 8ଟରେ ପୋଲିସ ତରଫରୁ ସୂଚନା ଦିଆଯାଇଛି l ଜୟପୁର ସଦରଥାନା ବାରିଣିପୁଟ ପୁଲିସ ଫାଣ୍ଡି ଟ୍ରକ ଦୋକାନ ଭିତରେ ଧସେଇ ପଶିବା ଘଟଣାରେ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ରବି ସ୍ବାଇଁ (୩୫) ଗୁରୁତର ଭାବେ ଆହତ ହୋଇ ବିଶାଖପାଟଣାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟରେ କୌଣସି ସୁଧାନର ନ ଆସିବାରୁ ବିଶାଖାପଟଣା ଚିକିତ୍ସାଳୟ ଫରାଇ ଦେଇଥିଲେ । ଆଜି ଆମ୍ବୁଲେନ୍ସ ଯୋଗେ ଜୟପୁର ଅଣାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା ।

MORE NEWS