Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଭଟଲି: କପାସିରା ଗ୍ରାମ ନିକଟରେ ଗୋରୁ ଚାଲାଣ ବେଳେ  ୧୧ଗୋରୁ ଉଦ୍ଧାର ୫ ଗିରଫ।

କପାସିରା ଗ୍ରାମ ନିକଟରେ ଗୋରୁ ଚାଲାଣ ବେଳେ ୧୧ଗୋରୁ ଉଦ୍ଧାର ୫ ଗିରଫ। ଅମ୍ବାଭୋନା ଥାନା ଅନ୍ତର୍ଗତ କପାଶିରା ଗ୍ରାମ ନିକଟରେ ଏକ ଗୋରୁ ବୋଝେଇ  ମହିନ୍ଦ୍ରା ପିକ ଅଫ ଗାଡି ନଂ ଓଡି ୧୭ଏଏ ୫୦୭୬କୁ ଆଜି ସକାଳ ୮ଟାରେ ଅଟକାଇ ସେଥିରୁ ଚାଲାଣ ହେଉଥିବା ୧୧ ଗୋରୁ ଉଦ୍ଧାର କରିଛି ଅମ୍ବାଭୋନା ପୋଲିସ। ଏହି ଗୋରୁ ଚାଲାଣ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ଗିରଫ କରିବା ସହିତ  ବ୍ୟବହାର କରିଥିବା ପିକ ଅଫ ଗାଡି, ୨ଟି ମୋଟର ସାଇକେଲ, ୪ଟି ମୋବାଇଲ ଫୋନ୍, ୪ଟି ପ୍ଲାଷ୍ଟିକ ରଶି, ୧୦ଟି ପଘା,ନଗଦ ୨୭୦୦ ଟଙ୍କା ଜବତ କରିଛି ଅମ୍ବାଭୋନା ପୋଲିସ। ଏ ନେଇ ଅମ୍ବାଭୋନା ଥାନାରେ ଏକକେଶରୁଜୁ ହୋଇଛି।

MORE NEWS