ବୌଦ୍ଧ ସଦର: ତେଲିବନ୍ଧ ହାଇସ୍କୁଲ ପରିସରରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବିଜ୍ଞାନ ପ୍ରଦର୍ଶନୀ ଉଦ୍ଘାଟିତ
ବୌଦ୍ଧ ବ୍ଳକ୍ ତେଲିବନ୍ଧ ହାଇସ୍କୁଲ ପରିସରରେ ଶୁକ୍ରବାର 11 ଘଣ୍ଟା ସମୟରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବିଜ୍ଞାନ ପ୍ରଦର୍ଶନୀ ଉଦ୍ଘାଟିତ l ବିଦ୍ୟାଳୟର ପ୍ରଧାଶିକ୍ଷୟତ୍ରୀ ଶ୍ରୀମତୀ ସୌଦାମିନୀ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଡିଓ ଶ୍ରୀଯୁକ୍ତ ଯୁଗଳ କିଶୋର ବିଶ୍ଵାଳ, ସ୍ଵତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ୍,smc ସଭାପତି ପ୍ରଦୀପ କୁମାର୍ ମହାକୁଲ, ପ୍ରମୁଖ ଅତିଥି ମଞ୍ଚlଶିନ ଥିଲେ ଅଧ୍ୟକ୍ଷତାରେ ଅନୁଷ୍ଠିତ