ନୂଆପଡା: କୋମନାରୁ ଜଙ୍ଗଲୀ କୁଟୁରା ଉଦ୍ଧାର, ବନ ବିଭାଗରେ ସୁସ୍ଥ ହେବା ପରେ ଜଙ୍ଗଲକୁ ଛଡ଼ା ଯିବ ବୋଲି କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ରେଞ୍ଜର
Nuapada, Nuapada | Sep 2, 2025
ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜର ଭରୁଆମୁଣ୍ଡା ଗାଁରୁ ଜଣେ ଚାଷୀଙ୍କ ଛେଳି ସହିତ ଘରକୁ ଆସିଥିବା ଜଙ୍ଗଲୀ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି ।...