କବିସୂର୍ଯ୍ୟନଗର: ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ,ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକଙ୍କୁ ଘେରିଗଲେ ଚାଷୀ,
ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ,ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକଙ୍କୁ ଘେରିଗଲେ ଚାଷୀ,ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରେ,ବ୍ଲକ ର ୨୧ପଞ୍ଚାୟତ ମଧ୍ୟରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନ 9 ଟି ପଞ୍ଚାୟତ ରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଳିନଥିବା ବେଳେ ପ୍ରଶାସନ ସମସ୍ତ ସମବାୟ ସମିତି ଧାନ ଉଠାଣ ଉପରେ ରୋକ ଲଗାଇବା ପ୍ରତିବାଦ ରେ ଚାଷୀଙ୍କ ଗଣ ଧାରଣା.